ପୁଞ୍ଚ: ପୁଣି ଆଜି ଏକ ବସ ଦୁର୍ଘଟଣାଗ୍ରସ୍ତ । ଫଳରେ ୧୧ ମୃତ ୧୯ ଆହତ । ଏଭଳି ଅଭାବନୀୟ ଘଟଣା ଘଟିଛି ଜମ୍ମୁକାଶ୍ମିରୀ ପୁଞ୍ଚ ଜିଲ୍ଲାରେ । ତେବେ ଆହତ ମାନଙ୍କୁ ମଣ୍ଡି ଜିଲ୍ଲାର ସବ୍ ଡିଷ୍ଟ୍ରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ ପୁ ଞ୍ଚ ଜିଲ୍ଲାର ଲୋରାନବ୍ ଠାରୁ ପୁଞ୍ଚ ଆଡକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ଘାଟି ତଳକୁ ବସ୍ ଟି ଖସିପଡିଥିଲା ।ଯାହା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ଦୁର୍ଘଟଣାର ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ଏହି ଦୁର୍ଘଟଣାର ସବୁ ସୂଚନା ପୁଲିସ ଦେଇଛନ୍ତି ।
ପୁଣି ଆଜି ଏକ ବସ ଦୁର୍ଘଟଣାଗ୍ରସ୍ତ, ୧୧ ମୃତ ୧୯ ଆହତ!
- Advertisement -

светильники в стиле лофт купить дизайнерскую люстру
свадьба под ключ сайт свадебного агентства