ବରିଷ୍ଠ ରାଜନିତିଜ୍ଞ ଦାମ ରାଉତଙ୍କ ନୂଆ ଦଳ ଗଢିବା ପ୍ରସଙ୍ଗ; ଏଠି ବାବା ପୁରୁଣା ବକଳ ନୂଆ !

Odisha Hot News
1 Min Read

ବନେଶ୍ୱରରୁ (ନରେନ୍ଦ୍ର କୁମାର ଭଞ୍ଜଙ୍କ ରିପୋର୍ଟ) : ବାବା ପୁରୁଣା କିନ୍ତୁ ବକଳ ନୂଆ, କଥାଟା ଶୁଣିଲା ବେଳକୁ ଆପଣକୁ ଟିକେ ବୁଝିବାକୁ ଅଡ଼ୁଆ ଲାଗୁଥିବ । ଯେଉଁ ପୁରୁଣା ବାବାଙ୍କ କଥା କହୁବାକୁ ଯାଉଛୁ ସେ ହେଉଛନ୍ତି, ଓଡ଼ିଆ ଗଣମାଧ୍ୟମ ଦୁନିଆର ଏକୋଇର ବାଳା ତଥା ଓଡିଶାର ବରିଷ୍ଠ ରାଜନିତିଜ୍ଞ ଡ଼ାକ୍ତର ଦାମଦର ରାଉତ । ଓଡ଼ିଶା ରାଜନୀତିର ଏହି ଅପରାଜିତ ନାୟକଙ୍କୁ କେବେ ପରାଜୟ ସ୍ପର୍ଷ କରିନଥିବା ବେଳେ ଅତିତରେ ବିଜୁବାବୁଙ୍କ ଅନ୍ତରଙ୍ଗ ରହିବାସହ ଏବେ ଭଲ ପାଇବା ଅତି ନିବିଡ଼ ଥିବା ଦେଖିବାକୁ ମିଳିଛି । ଯେଉଁ ଦକ୍ଷିଣ ପନ୍ଥିମାନେ କ୍ଷମତା ପାଇଁ ଦଳ ଅଦଳ ବଦଳ କରିବାରେ ବ୍ୟସ୍ତ ରହୁଛନ୍ତି । ସେତିକି ବେଳେ ବାବା ଦାମଦର ନୂଆ ଦଳ ବିଜୁବାବୁଙ୍କ ନାମରେ ବିଜୁ ସମତାକ୍ରାନ୍ତି ଦଳ ଗଢିଛନ୍ତି । ଯାହା ବାବାଙ୍କ ବକଳ ନୂଆ ସଦୃଶ୍ୟ ହୋଇଛି ।
୨୦୧୪ ମସିହା ପୂର୍ବରୁ କଂଗ୍ରେସରେ ପଟ୍ଟନାୟକ ଓ ଜେନା ପରିବା

Share This Article
Leave a comment