ତତଲା କଡେଇରେ ସିଝିଲା ଓଡିଶା, ଆଜି ରେକର୍ଡ ଭାଙ୍ଗିଲା ତାତି, 45 ଡିଗ୍ରୀ ପାର୍
ଭୁବନେଶ୍ବର: ଆଜି ରାଜ୍ୟରେ ଯେଉଁ ତାପମାତ୍ର ଅନୁଭୂତ ହୋଇଛି ତାହା ସବୁ ରେକର୍ଡକୁ ଭାଙ୍ଗି ଦେଇଛି।…
ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରାର୍ଥୀତ୍ବକୁ ନେଇ ଅଡୁଆରେ ବିଜେପି, ବଢୁଛି ଗୋଷ୍ଠୀ କନ୍ଦଳ
ଭୁବନେଶ୍ବର: ଦିଗପହଣ୍ଡି ନିର୍ବାଚନ ମଣ୍ଡଳିରେ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀତ୍ବକୁ ନେଇ…
ଚିଲିକାରେ ରଘୁନାଥଙ୍କୁ ଟିକେଟ ମିଳିବା ପରେ କଣ କହିଲେ ଆଶାୟୀ ପ୍ରସନ୍ନ ପାଟ୍ଟଶାଣୀ, ପଢନ୍ତୁ
ଭୁବନେଶ୍ବର: ଶେଷରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିଜେଡି ଟିକେଟ ଦେଇଛି। ଏହି ଆସନରେ…
ଶେଷରେ ବାଜି ମାରିଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ମିଳିଲା ବଡଚଣା ଟିକେଟ
ଭୁବନେଶ୍ବର: ଶେଷରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି ବିଜେଡି। ସେ ବଡଚଣାରେ ଲଢେଇ କରିବେ…
ବିଜେଡିର ନୂଆ ପ୍ରାର୍ଥୀ ତାଲିକାରେ ପାଞ୍ଚ ଜଣ ବିଧାୟକଙ୍କ କଟିଲା ଟିକେଟ, ଚାରି ମହିଳା
ଭୁବନେଶ୍ବର: ଆଜି ବିଜେଡିର ଘୋଷଣା ହୋଇଥିବା ନଅ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ଛଅ ଜଣଙ୍କର…
ଘୋଷଣା ହେଲା ବିଜେଡିର ପ୍ରାର୍ଥୀ ତାଲିକା, ଚିଲିକାରୁ ରଘୁନାଥ, କେନ୍ଦ୍ରାପଡାରୁ ଗଣେଶ୍ବର
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସେହି ଅନୁସାରେ…
ଏମ୍ସ ଭୁବନେଶ୍ୱରରେ ଯକୃତ ରୋଗ ସମ୍ପର୍କରେ ସଚେତନତା ଏବଂ ଚିକିତ୍ସକଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର: ଶୁକ୍ରବାର ବିଶ୍ୱ ଯକୃତ ଦିବସ ପାଳନ ଅବସରରେ, ଏମ୍ସ ଭୁବନେଶ୍ୱର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଯକୃତ…
ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ ଏବଂ ସୌମ୍ୟରଂଜନ ପଟ୍ଟନାୟକ, ଚାଲିଛି କଥାବାର୍ତ୍ତା
ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଏବଂ ସୌମ୍ୟରଜନ ପଟ୍ଟନାୟକ ବିଜେପିରେ ସାମିଲ ହେବେ।…
ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ
କେନ୍ଦ୍ରାପଡା: ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର…
ବିଜେଡ଼ିରେ ଯୋଗଦେଲେ ବିଜେପି ନେତା ଭାଗୀରଥୀ ପ୍ରଧାନ
ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାଗୀରଥୀ ପ୍ରଧାନଙ୍କ…