ଭୁବନେଶ୍ୱର : ଶୁକ୍ରବାର ୨ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ଶୁକ୍ରବାର ମୋଟ ୨୯୮ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ସେଥିରୁ ୨ ଜଣଙ୍କର ପଜିଟିଭ ଆସିଛି। ବର୍ତ୍ତମାନ ସୁଦ୍ଧା ୩୫୪୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ୩୪୯୭ ନେଗେଟିଭ୍ ଓ ୫୦ ଜଣଙ୍କ ପଜିଟିଭ ଆସିଛି।
ତେବେ ପୂର୍ବରୁ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଶୁକ୍ରବାର ଆଉ ୧୦ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୫ଜଣ, ଭଦ୍ରକର ୨ , କଟକ, ଯାଜପୁର ଓ ପୁରୀର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ମୋଟ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୩୭ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦: ୧୨ ସୁସ୍ଥ, ୧ ମୃତ, ବିଭିନ୍ନ ହସ୍ପିଟାଲରେ ୩୭ ଚିକିତ୍ସାଧୀନ
1 Comment
1 Comment

American dad gay republicansOnline video games adultHulu like porn siteNude blonde white girlsWhy teach abstinence only sex educationPornstar loni
mBondage latex clothingSexy lingerie open crotchAdult education finance raleigh nc xnxx Adult dressup games olineMikayla pornTeens community services projectsPussy shaved blondeBottom rik mayall quotesErotic blog sitesBaby
girl names spanish asian xnxxopen.com Blouse down fetishCunnilinguis techniques analGranny bondage
camPlus size lingerie sexy lingerie lemisol kama sutra glassBed
breakfast new orleans gayHannah west realteens pornWoman gets caught
fucking dogElizabeth gibaud facial analysis clinic xnxx Jailbait
voyeur picsSex in maltaCollege girls upskirts videosKatia ivanova
bb sexHow gay marriage affected usTemporary fetish tattoosAdult education grants and scholarshipsSuper mario galazy
hentaiAnal fisting gallery postPink and white striped
wedding linensFirst time guide guy sexHouston offender sex txPornstar statsFree naked wild blondesSnappin pussyXxx chat roomDiet to increase stamina
before sexFemme mature nueHentai game featuring
midna from zeldaResort sex toursMexicon teen annal fuck