ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲାରୁ ଉଠିଲା ସଟ ଡାଉନ । ଭଦ୍ରକ ଜିଲ୍ଲାରେ ହଟିଲା ୬୦ଘଣ୍ଟିଆ ସଟ୍ଡାଉନ୍ ଅବଧି । ତେବେ ସଟ୍ଡାଉନ୍ ଉଠିବା ପରେ ପୂର୍ବପରି ଲକ୍ଡାଉନ୍ କଟକଣା ଜାରି ରହିବ । ଏହି କଟକଣା ମଧ୍ୟରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ଖୋଲିବା ଉପରେ କିଛି ମାତ୍ରାରେ କଟକଣା କୋହଳ କରାଯିବ । ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅନୁମତି ମିଳିଥିବା କିଛି ଦୋକାନ ଖୋଲା ରହିବ । ଜିନିଷ କିଣିବା ସମୟରେ ମାସ୍କ ପିନ୍ଧିବା ସହ ସମାାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍ରେ କଟକଣା ବଳବତ୍ତର ରହିବ ।
ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରୁ ଉଠିଲା ୬୦ଘଣ୍ଟିଆ ସଟ୍ଡାଉନ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
