ନବରଙ୍ଗପୁର: କଥାରେ ଅଛି ଘରେ ନପଶୁଣୁ ବାଜିଲାଣି ମୁଣ୍ଡ । ବିଜେଡି ନିର୍ବାଚନ ବିଧି ଉଲ୍ଲଂଘନ କରିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ପ୍ରକାଶ ଯେ, ନବରଙ୍ଗପୁର ଜିଲ୍ଲାର ବିଜେଡି ଦଳୀୟ ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ଅଞ୍ଚଳରେ ମହିଳାମାନଙ୍କୁ ଶାଢୀ ବାଣ୍ଟୁଥିବା ଅଭିଯୋଗ ହୋଇଛି । କଂଗ୍ରେସର ଅଭିଯୋଗ ଆଧାରରେ ଗ୍ୟାସ୍ ସିଲିଣ୍ଡର ବିତରଣ ଗାଡିରେ ଶାଢୀ ସବୁ ବଣ୍ଟା ହେବା ପାଇଁ ଯାଉଛି । ଏହା ସହିତ ଧରା ନପଡିବା ପାଇଁ ଗାଡି ନମ୍ବର ବଦଳାଇ ଦିଆଯାଉଛି । ଏହାର ପ୍ରମାଣ ଆକାରରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କିଛି ଫୋଟ ମଧ୍ୟ ଦେଖାଇଛି । ନବରଙ୍ଗପୁରର କଂଗ୍ରେସ ସଭାପତି ମୁନା ତ୍ରୀପାଠୀ କହିଛନ୍ତି ବିଧାୟକ ମନୋହର ତାଙ୍କ ଗ୍ୟାସ୍ ଏଜେନ୍ସି ଗାଡିରେ ବସ୍ତାବସ୍ତା କରି ଲୁଗା ବୁହାଯାଉଛି । ଆଉ ଏହାର ତଥ୍ୟ ସବୁ ମୋବାଇଲରେ ଅଛି ବୋଲି କହିଛନ୍ତି କଂଗ୍ରେସ ସଭାପତି ମୁନା ତ୍ରୀପାଠୀ । ଏହାର ବିରୋଦ୍ଧରେ ମନୋହରଙ୍କ କୌଣସି ପ୍ରତିକ୍ରିୟା ମିଳି ନାହିଁ ।
ଭୋଟ ପାଇଁ ଶାଢୀ ବାଣ୍ଟିଲେ ବିଧାୟକ
- Advertisement -
Stay Connected
Comment
- GlennBiory on ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିରୋଧୀ !
- HoseaLew on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- BryanSig on ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର, ସେପଟେ ପୁଲିସ ଆଣ୍ଟିଲ୍ୟାଣ୍ଡ ମାଇନ୍ସ ସ୍କ୍ୱାର୍ଡର ତଲାସୀ ଜାରି !
- Andrewwrima on ଘରୁ ଉଦ୍ଧାର ହେଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ !
- BryanSig on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !

Hi there, thbis weekend iss pleasant ffor me, sice this popint iin timke i amm reading thiis wonderful informative articdle here att mmy residence.
xnxx