ଭୁବନେଶ୍ୱର: ହସ୍ପିଟାଲ, ମିଡିଆ, ବ୍ୟାଙ୍କ କର୍ମଚାରୀଙ୍କୁ ଗାଡ଼ି ପାସ୍ ମିଳିଛି। ଘରୁ ଅଫିସ ଯିବା ପାଇଁ ଏହି ପାସ୍ ଇସ୍ୟୁ ହୋଇଛି। ମାତ୍ର କିଛି ବ୍ୟକ୍ତି ପାସ୍କୁ ଅପବ୍ୟବହାର କରି ବ୍ୟକ୍ତିଗତ କାମରେ ଲଗାଉଛନ୍ତି। ଏପରି ଅପବ୍ୟବହାର କଲେ ପାସ୍ ସିଜ୍ କରାଯିବ ବୋଲି ମଙ୍ଗଳବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଏଥିସହ ଏପରି ନ କରିବା ପାଇଁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି।
ପାସ୍ ଅପବ୍ୟବହାର କଲେ କରାଯିବ ସିଜ୍: ପୋଲିସ କମିଶନର
You Might Also Like
Leave a Comment
Leave a Comment
- Advertisement -
