ଭୁବନେଶ୍ୱର : ଆଉ ଅଳ୍ପ ଦିନ ରହିଲା ପ୍ରେମ ଦିବସ | ସେ ଦିନକୁ ଅପେକ୍ଷା ରେ ଅଛନ୍ତି ପ୍ରେମୀଯୁଗଳ | ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ, ମୋତି ବିଧିବିଧାନ ପୂର୍ବକ ଧାରଣ କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ପ୍ରେମରେ ସଫଳତା ଦେବା ସହିତ ମନ ପସନ୍ଦର ଜୀବନ ସାଥୀ ପାଇବାରେ ମୋତି ଗ୍ରହଣ କରିଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । ମୋତି ଶାମୁକା ଗର୍ଭରେ ନିର୍ମିତ ହୋଇଥାଏ। ଏହା ହେଉଛି ଚନ୍ଦ୍ରଗ୍ରହଙ୍କ ପ୍ରତିନିଧିତ୍ୱ ରତ୍ନ। ଏହାକୁ ପରିଧାନ କଲେ ସୁଫଳ ମିଳିଥାଏ। ମୋତିକୁ ସୋମବାର ଗାଈ କ୍ଷୀରରେ ୨ ଘଣ୍ଟା ବୁଡ଼ାଇ ପରେ ପଞ୍ଚାମୃତରେ ଧୋଇ ଓଁ ସୋଂ ସୋମାୟେ ନମଃ ମନ୍ତ୍ରରେ ପୂଜା କରି ଡ଼ାହାଣ ହାତ ରିଙ୍ଗ୍ ଫିଙ୍ଗରରେ ପିନ୍ଧିବା ଦ୍ୱାରା ଚନ୍ଦ୍ରଗ୍ରହଙ୍କ ପ୍ରତିକୂଳ ପ୍ରଭାବ ହ୍ରାସ ପାଇବା ସହିତ ଅନୁକୂଳ ସ୍ଥିତି ଉପତ୍ନ୍ନ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଉପଯୁକ୍ତ ଲଗ୍ନ ଆଧାରରେ ମୋତି ଧାରଣ କଲେ ଧନ ବୃଦ୍ଧି ପାଇବା ସହିତ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ମାତ୍ର ମୋତି ଲଗ୍ନ ଉପଯୋଗୀ ହେଉ ନ ଥିଲେ ଏହାକୁ ଧାରଣ କଲେ ଆର୍ଥିକ ସମସ୍ୟା ଦେଖାଯିବା ସହିତ ଋଣ ବୃଦ୍ଧି ହୋଇଥାଏ।
ପ୍ରେମରେ ସଫଳତା ପାଇଁ କଣ କରିବା ଦରକାର ଜଣାନ୍ତୁ….
Leave a Comment
Leave a Comment
- Advertisement -
Stay Connected
Comment
- implicit declaration of function gettimeofday is invalid in c99 on ମାତିଛନ୍ତି ଅଦୃଶ୍ୟ ଲୁଟେରା; ଦିବା ଲୋକରେ ବ୍ୟାଙ୍କ ସମ୍ନାରୁ ଡ଼ିକି ଭାଙ୍ଗି ଲୁଟି ନେଲେ !
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
