ବ୍ରହ୍ମପୁର : ଗଞାମ ଜିଲ୍ଲାରେ ଆଜି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି। ଶୀତଳାପଲ୍ଲୀ ଠାରେ ସ୍ଥାପିତ ଟାଟା ଷ୍ଟିଲ୍ ପକ୍ଷରୁ ଏହି ହସ୍ପିଟାଲର ବ୍ୟବସ୍ଥା କରାଯାଇଛି।୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଶୀତଳାପଲ୍ଲୀ ଠାରେ ଉଦଘାଟିତ୍ ହୋଇଛି । ଏହି ହସ୍ପିଟାଲରେ ୧୫ଟି ଭେଣ୍ଟଲେଟର୍ ବ୍ୟବସ୍ଥା ରହିଛି। ଟାଟା ଷ୍ଟିଲ ସହାୟତାରେ ଏହି ହସ୍ପିଟାଲ୍ ସ୍ଥାପିତ ହୋଇଛି । ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲର ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି।
ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍-୧୯ ହସ୍ପିଟାଲ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
