ଭୁବନେଶ୍ୱର :ନୂଆ ଟ୍ରାଫିକ୍ ଆଇନ୍ରେ ମୋଟା ଅଙ୍କର ଫାଇନ୍ ବ୍ୟବସ୍ଥାକୁ ନେଇ ତାତିଲେ ଜନତା। ଖୋଦ୍ ରାଜଧାନୀରେ ସରକାରୀ ଗାଡ଼ିଗୁଡ଼ିକ ଆଇନ ଖିଲାପ କରୁଥିବା ଅଭିଯୋଗ କରି ରାଜରାସ୍ତାରେ ପୁଳିସକୁ ଘେରିଥିଲେ ଲୋକେ । ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଧରି ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ ପୋଲିସ୍-ପବ୍ଲିକ୍ । ଟ୍ୱିନ୍ସିଟି ପୋଲିସ୍ କମିଶନର୍ କହିଛନ୍ତି ଆସନ୍ତା ମାସେ ଦିମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ କି ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ହେବନି। କିନ୍ତୁ ଟ୍ରାଫିକ୍ ନିୟମ ଉଲଂଘନର ଅନ୍ୟ ୫ଟି ଦିଗକୁ ଜଗୁଛି ପୁଲିସ ।ଆଜି ରଣକ୍ଷେତ୍ର ପାଲଟିଥିଲା ରାଜମହଲ। ମୁହାଁମୁହିଁ ହୋଇଥିଲେ ପୋଲିସ-ପବ୍ଲିକ। ପୋଲିସ ଗାଡ଼ି, ମୋ ବସ୍, ବିଏମ୍ସି ଗାଡ଼ିକୁ ଘେରି ଯାଇଥିଲେ ଉତ୍ତ୍ୟକ୍ତ ଜନତା। ଅଭିଯୋଗ, ସରକାରୀ ଗାଡ଼ି ଚଳାଉଥିବା କେଉଁ ଡ୍ରାଇଭରର ସିଟ୍ ବେଲ୍ଟ ବାନ୍ଧିନଥିଲେ ତ’ ଆଉ କାହାର ଡକ୍ୟୁମେଣ୍ଟ୍ ନଥିଲା। ମୋ ବସ୍ ଥିଲା ଓଭରଲୋଡିଂ। ଏସବୁ ବେଆଇନ କାର୍ଯ୍ୟକୁ ଦେଖି ଲୋକେ ତାତିବା ସହ ବିଦ୍ରୋହ କରିଛନ୍ତି । .ସାଧାରଣ ଲୋକଙ୍କ ଭଳି ସରକାରୀ ଗାଡ଼ି ଚାଳକଙ୍କ ବିରୋଧରେ ମଧ୍ୟ ଦଣ୍ଡବିଧାନ କରାଯାଉ ବୋଲି ଦାବି କରିଥିଲେ। ଏପରିକି ରାଜମହଲ ଓଭରବ୍ରିଜ୍ ଉପରୁ କାଚ ବୋତଲ ସହ ଢେଲା ମାଡ଼ ବି ହୋଇଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ୍କୁ ଲାଠିମାଡ଼ କରିବାକୁ ପଡ଼ିଥିଲା।ଲୋକଙ୍କ ଏ ବିଦ୍ରୋହ ଭିତରେ ଟୁଇନ୍ଟି ପୋଲିସ କମିଶନର କହିଛନ୍ତି, କେବଳ ୫ଟି ଗଫଲତି ଦେଖି ଖିଲାପକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ଦୁଇଚକିଆରେ ୩ ଜଣ ଗଲେ, ହେଲମେଟ୍ କିମ୍ବା ସିଟ୍ ବେଲ୍ଟ ପିନ୍ଧୁନଥିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ମୋବାଇଲରେ ଗପି ଗାଡ଼ି ଚଳାଉଥିଲେ ଏବଂ ରାସ୍ତାର ଭୁଲ୍ ଦିଗରେ ଗାଡ଼ି ଚଳାଇଲେ ଜରିମାନା ଆଦାୟ କରାଯାଉଛି। ତାପୁଣି ହଜାରେ ଜାଗାରେ ପୁଲିସ ୫୦୦ ଆଦାୟ କରୁଛି ବୋଲି ସିପି କହିଛନ୍ତି। ବର୍ତ୍ତମାନ ପାଇଁ ପୁଲିସ ଇନସ୍ୟୁରାନ୍ସ କିମ୍ବା ପଲ୍ୟୁସନ ସାର୍ଟିଫିକେଟ୍ ଚେକ୍ କରୁନି। ଆଇନ ଉଲ୍ଲଂଘନ କରୁଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର।
ରାଜଧାନୀରେ ଫାଇନ୍ ଯୁଦ୍ଧ: ରାଜମହଲ ଛକରେ ପୁଲିସ-ପବ୍ଲିକ ପିଟାପିଟି
- Advertisement -
Stay Connected
Comment
- https://jav.goj.mybluehost.me/website_a88b1ab0/?p=13013 on ମେଘାଳୟ ଶ୍ରମିକ ରେସ୍କ୍ୟୁ ଅପରେସନରେ ସହଯୋଗର ହାତ ବଢାଇଲା ଓଡିଶା !
- Richardhof on ବୁଦ୍ଧଙ୍କ ୭୦ ଫୁଟ ପ୍ରତିମାକୁ ଉନ୍ମୋଚନ କଲେ ନିତିଶ କୁମାର
- Isla on ପୁଣି ଠକେଇ ଅଭିଯୋଗ ଅଡୁଆରେ ଅଭିନେତ୍ରୀ
- Richardhof on ଯାଜପୁରରୁ ଆଉ ୨ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି
- Richardhof on ବାଲେଶ୍ୱର ମଥୁଆପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ଫସିଗଲେ ଭିଜିଲାନ୍ସ ଜାଲରେ!

Park sex videosEscort carthage missouriFest fucked freeForced sex
videos tubeMet-art pornoFree pics femdom forced sissy
pantyhoseFree adult puzzle gameVery sexy women pics xnxx Information on adults with psychologyNude mediterranean womenMichelle eicler nudeAdam and eve pink pleasures
videoLady nude privateCollege blowjob videos freeHaving people
porn sexVintage reel to reel recorderBig cock sex galleries xnxxgratis.com
Free group sex mpegBrooke leslie nakedAcquaintances
adultTeen issues ukVideo one mobile pornPorn john holmes pituresCouples with sex toy vidsXxx hairy
moms fucking sons xnxx O and y sex videosDick cavett groucho marxTransvestite services in austinMalinda
santiago sex tapeCan u mix breast milk and formulaAyrshire pornPregnant fantasy erotic writingAdult film
star chloe nicoleKardashian bikini picsHuge white
dick fucks mature picsThe bigist dickMen’s asian american college basketballDoes alcohol cause
low sperm count