ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ୫ଟି ଲୋକସଭା ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୁରୀ ଲୋକସଭା ଅସନରୁ ସମ୍ବିତ ପାତ୍ର, ବରଗଡ଼ରୁ ସୁରେଶ ପୁଜାରୀ, ସମ୍ବଲପୁର-ନୀତିଶ ଗଙ୍ଗଦେବ, କଳାହାଣ୍ଡି- ବସନ୍ତ ପଣ୍ଡା, କେରୋପୁଟ- ଜୟରାମ ପାଙ୍ଗୀଙ୍କ ନାମ ଦଳ ଘୋଷଣା କରିଛି । ଏହାସହ ୨୨ଟି ବିଧାନସଭା ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛି । ରାୟଗଡ଼ା- ବସନ୍ତ ଉଲ୍ଲାକା, ଜୟପୁର-ଗୌତମ ସାମନ୍ତରାୟ, ଗୁଣୁପୁର- ଶିଶିର ଗମାଙ୍ଗ, ମୋହନା- ପ୍ରଶାନ୍ତ ମଲ୍ଲିକ,ଦିଗପହଣ୍ଡିରୁ -ପିଙ୍କି ପ୍ରଧାନ,ବ୍ରହ୍ମପୁର- କାହ୍ନୁ ପତି, ଆସକା- ଦେବରାଜ ମହାନ୍ତି,ଛତ୍ରପୁର- ପ୍ରଶାନ୍ତ କର, କବିସୂର୍ଯ୍ୟନଗର- ରଞ୍ଜନ ପଲାଇ, ଦଶପଲ୍ଲା- ପୂଣ୍ଣଚନ୍ଦ୍ର ନାୟକ, ଭବାନିପାଟଣା-ପ୍ରଦୀପ ନାୟକ, ଡ଼ାବୁଗାଁ-ପଦ୍ମନ ନାୟକ, ଭଟଲି- ଇରାଶିଷ ଆଚାର୍ଯ୍ୟ, ଦେଓଗଡ଼-ସୁବାସ ପାଣିଗ୍ରାହୀ ସୋନପୁର-ଅଶୋକ ପୂଜାହାରୀ,ବଲାଙ୍ଗିର-ଅନନ୍ତ ଦାସ, ନୂଆପଡ଼ା- ହମସିଂହ ମାଝୀ ଇତ୍ୟାଦିଙ୍କ ନାମ ଘୋଷଣା କରାଯାଇଛି
ବିଜେପି ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ୨୨ଟି ବିଧାନସଭା ଓ ୫ଟି ଲୋକସଭାପାଇଁ ପ୍ରାର୍ଥୀ ଘୋଷଣା କଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Richardhof on ଗୁଗଲ୍ ଏମିତି ଅନ୍ଦାଜରେ ଶୁଭେଚ୍ଛା ଜଣାଇଲା ମେରି ଖ୍ରୀଷ୍ଟମାସ୍ !
- Nejlepší 5-válcové automaty on ବଢୁଛି ଆଶାୟୀଙ୍କ ସଂଖ୍ୟା : ଟିକେଟ କାହା ଭାଗ୍ୟରେ, ଜିତିବେ କିଏ?
- chicken-road_xbki on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- Richardhof on ଭୁବନେଶ୍ବରର ଏକ ହୋଟେଲରୁ ଠାବ ହେଲେ ଫେରାର କରୋନା ସନ୍ଦିଗ୍ଧ , କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
- Casino Age Limit Singapore on ‘Somebody threatened to burn the school down’
