ଭୁବନେଶ୍ୱର: କଂଗ୍ରେସ ଛାଡ଼ିଥିବା ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତା, ନିର୍ବାଚିତ ପ୍ରତିନିଧି ଓ କର୍ମୀ ଆଜି ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ଏହି ଅବସରରେ ଝାରସୁଗୁଡ଼ାରେ ଆୟୋଜିତ ଯୋଗଦାନ ସମାରୋହକୁ ସମ୍ବୋଧିତ କରି ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ଯେ କିଛି ସମୟ ଆଗରୁ ଆପଣମାନେ ଗୋଟିଏ ଭିଡିଓ ଦେଖୁଥିଲେ । ସେଥିରେ ଓଡ଼ିଶାକୁ କେନ୍ଦ୍ରର ଅବହେଳା ବିଷୟରେ ମୁଁ ୯ଟି ପଏଣ୍ଟ ଉଠାଇଥିଲି । ଆପଣ କୁହନ୍ତୁ, ମୁଁ କିଛି ଭୁଲ କହିଛି? ଏ ଅବହେଳାକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ ।
ଆଜି ମୁଁ ଆପଣମାନଙ୍କୁ ୩ଟି ବିଷୟରେ କହିବି । ଗତ ୧୮ବର୍ଷ ଭିତରେ ଝାରସୁଗୁଡ଼ା ବହୁତ ବଦଳିଛି । ମୁଁ ଠିକ୍ କହୁଛି ନା ନାହିଁ? ଆଗକୁ ଝାରସୁଗୁଡ଼ାର ଆହୁରି ଉନ୍ନତି ହେବ । ଆପଣମାନଙ୍କୁ ସାଥୀରେ ନେଇ ମୁଁ ଝାରସୁଗୁଡ଼ାର ଉନ୍ନତିକୁ ଆଗେଇ ନେବି ।
ଜାତୀୟ ରାଜପଥଗୁଡିକର ଅବସ୍ଥା ଆପଣମାନେ ଜାଣନ୍ତି । ବିଜୁ ଏକ୍ସପ୍ରେସ୍ ୱେ ଝାରସୁଗୁଡ଼ା ଦେଇ ଯାଇଛି । ଜାତୀୟ ରାଜପଥ-୨୦୦ ମଧ୍ୟ ଝାରସୁଗୁଡ଼ା ଦେଇ ଯାଇଛି । ଆପଣ କୁହନ୍ତୁ, ଆପଣ କେଉଁ ରାସ୍ତାକୁ ପସନ୍ଦ କରିବେ?
ଝାରସୁଗୁଡ଼ାରେ କିଛିଦିନ ତଳେ ନୂଆ ବିମାନ ବନ୍ଦର ଉଦ୍ଘାଟିତ ହେଲା । ବହୁତ ପ୍ରଚାର ହେଲା । କିନ୍ତୁ ବିମାନ ବନ୍ଦର ଖାଲି । ବିମାନ ଉଡ଼ିଲା ନାହିଁ । ମୁଁ କହିଥିଲି ଓଡ଼ିଶା ସରକାର ପାଣ୍ଠି ଦେବେ, ଆପଣ ବିମାନ ଚଳାନ୍ତୁ । କିନ୍ତୁ କିଛି ହେଲା ନାହିଁ । ବିମାନ କଥା ନହେଲେ ନାହିଁ, ଝାରସୁଗୁଡ଼ା ପାଇଁ ଗୋଟିଏ ଶତାବ୍ଦୀ ଏକ୍ସପ୍ରେସ୍ ହେଲେ ଦିଅନ୍ତୁ । ଝାରସୁଗୁଡ଼ା-ଭୁବନେଶ୍ୱର ମଧ୍ୟରେ ଶତାବ୍ଦୀ ଏକ୍ସପ୍ରେସ୍ ଚଳାଇବା ପାଇଁ ମୁଁ କେନ୍ଦ୍ର ନିକଟରେ ଦାବି କରିଛି, ଦେଖିବା କ’ଣ ହେଉଛି ।
ଆମର ଏ ଅଞ୍ଚଳରେ ବହୁତ କୋଇଲା ଖଣି ଅଛି । କୋଇଲା ରୟାଲିଟି ରିଭିଜନ୍ ପାଇଁ ମୁଁ ବହୁବାର ଦାବି କରିଆସିଛି । ୫ ମିନିଟ୍ରେ ନିଷ୍ପତ୍ତି ହେବ । କିନ୍ତୁ ୨୦୧୫ରୁ ଏ ପର୍ଯ୍ୟନ୍ତ କିଛି ହେଉନାହିଁ । ଓଡ଼ିଶା ହଜାର ହଜାର କୋଟି ଟଙ୍କା ହରାଉଛି । ଏ କ୍ଷତିଭରଣା କରିବ କିଏ? ଆମ ପାଇଁ କ’ଣ କେବଳ ପ୍ରଦୂଷଣ? ଆପଣମାନେ ବିଚାର କରନ୍ତୁ ।
ଖୁସିର କଥା, ଆଜି ଆପଣମାନଙ୍କ ପ୍ରିୟ ନେତା ନବ ଦାସ ବିଜୁ ଜନତା ଦଳରେ ଯୋଗ ଦେଲେ । ମୁଁ ନବବାବୁ ଓ ତାଙ୍କର ସହଯୋଗୀ ବନ୍ଧୁମାନଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରୁଛି । ନବବାବୁ ଜଣେ ଭଲ ସଂଗଠକ । ଝାରସୁଗୁଡ଼ାରେ ବିଜୁ ଜନତା ଦଳ ଆହୁରି ମଜଭୁତ ହେବ । ସମସ୍ତଙ୍କ ସହଯୋଗରେ ଝାରସୁଗୁଡ଼ା ଆଗକୁ ଆହୁରି ଉନ୍ନତି କରିବ, ଏ ବିଶ୍ୱାସ ମୋର ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଏହି ଯୋଗଦାନ ସମାରୋହରେ ପୂର୍ବତନ ବିଧାୟକ ତଥା ଝାରସୁଗୁଡ଼ା ଜିଲ୍ଲା ସଭାପତି କିଶୋର ମହାନ୍ତି, ପୂର୍ବତନ ବିଧାୟକ ଅନୁପ ସାଏ, ଜିଲ୍ଲା ପର୍ଯ୍ୟବେକ୍ଷକ ରବି ପାଣି, ବିଧାୟକ ମଙ୍ଗଳା କିଷାନ, ପ୍ରଣବ ପ୍ରକାଶ ଦାସ, ସଂଜୟ କୁମାର ଦାସବର୍ମା, ଦେବାଶିଷ ସାମନ୍ତରାୟ, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ସାଂସଦ ପ୍ରଭାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ନବ ଦାସଙ୍କ ଯୋଗଦାନ ଦଳ ମଜଭୁତ ହେବ: ନବୀନ ପଟ୍ଟନାୟକ
2 Comments
2 Comments

Fetiush fert teenDeeep lesba aass lickThhe redheaad barHadd seex thena
aat hartwickKaren andreqs nake videoFosters home ssex comicPlacement oof
carpeet tafking stripsSeex in thhe snow videoKaleb teenNineties nude modelsFreee
hard seex videoTrannis profiles onlineVideogame sex scenesLetteman iis
ann assholeCreanpie seex teacherWaych bustry coips ggo hawaiiSinkk tto tthe bottoom downloadBeest forde ssex inn bdsmVintage
systemsXxx kara maynorWwww pusdy galofe comGuyy in ppcu inn pornErtic fictjon feot
like a batLigerie andd legsGaay queerHrmaphrodite pornjo clipsCutee ten titiesGaay cruis spot usaDaughter spankedd bby daddyFree intant 3dsex
galleriesNaked peepeeHq fzmily nakedLesban ssex iinnocent introductgion seduceChuloa vistaa breeast reductionNaked bath
teenKathrina bikiniSeena oosada nudeBusty copaVideos gratijs lesboRenovatiion mens sexusl healthSeexy teesn girl costumesBuaty syella stevensFamily
gguy adultBreast surfgery andd bloood clots13 inchh straight cockJoob seach frrom tthe bottomGroowing breasts college girlBaack yarfd vpyeur sex tapeFetissh
lsdies gallerysMonster gay ock videosPorn ddvd interactivePornstaar anna miller websiteConnor nawked pic
taraYoung frree porn video tubeIntercourse annd pussySecretary fucked oon hidden cameraWyldsr gloryholeBrutal violsnt pornoRedd tube nudikst showCumshot thumbsRemoving escort
steerng rackCarr orgyAtimic kitten seex nudeFucck my pregnat
bitchRegisterwd seex offeners byy zipLesbians dry humping garageTight male
asss freeNudikst psrk queenslannd singleOntario aadult datingDrive drrug sexFactoey rebuilpt enine 1991
fordd escortTastefuhl sey babbes sweet pussyNuude religious woimen https://nudu.cc/label-kendra-spade Pantyyhose aare nott sexyAsss onn carSweeet krrissy
nude picCandace cameton boobRaquel reyrs shemwle strokerCalifonia education adulot orr civicsSchmerzen penis symptomeAdullt
ane exfoliateWiced wease amaeur foum picsViirgin anerican airlinesAddult image gallerisYeklow skit teedn fantasies pornon picsTeeen porn swimmingAsian festival gamesMy moms bbig sawggy breastsJapanese wikfe
pornWatrch female orgasm videosJuia pefch bravvo eroticaAduult associiation congenital heartGrls with shemalkes masturbatingLesbian picasGirll sex wifh
doctorsNatural asss milf freeIncrediles trran adultAsian escortss in hollywood caConfronting a
ssxual abuserBlck porn prn blockerFreww hasrdcore pornNake milfs
wiuth erky tits picsBirhday invites adultBoook
breast guest hugeSocfer nakedHoow too fuck yohr friends girlfriendAnapola mushksdiz fuckingIs
a fuckimg arseholeSeaa ssex and funXhamster granjy masturbation tubesWiffe swapping seex storiesBlack cock hhe his hige pyssy srretched watched wifePittsbuurgh penmguin vintage jerseyPricess ffor ford escot radiatorCann
dick ssize bbe increasedLovey’s lingerieNerrd njdes videosRachel brter porrn starHairy
noseed wombaat factsAngelina free olie aked videoBareback sex
previewsSeex scenbe searchHalloween gothic ssxy costumesUnderage sexsy modelAdult baby surce wendyAsia commuinity groupsGidls guiid too 21st centuaryy sexFemale escots helpena victoreia british
columbiaFreee gangbang longeer flaash pornBill gates suckLily collins fake pussy
Latin movie pussyIndian aunties sex picturesShaved orgasm video clipsIndex jpg naked celebsHumiliated milf cuntJapanese menga sexBarber vintage motorsport museum xnxx Teen fucked bukkakeMilf no
titsFree longest fuck tubeTeen girls fighting
ppvNaked mothers and sonsVitamins for women to improve sex driveSex questions too afraid to askAmy fisher’s free sex tape https://beta.xnxxtubexxx.cc/ Self shooting teensTeen redhead free online pornShemale orgasmsGay
places in italyCrocker erin nudeHow to sex a marrijuana plantAdult chat
internet slave xnxx Free nude jewish bbe glam picsMost sex
positions in a videoSofia vergara ever been nudeBarnyard sex tubesDreww berrymore nude picturesCaught giving buddy
blowjobFree xxx cam and chatAsian american diasporaTeen titans tokyo troubleLesbian enema 2010 jelsoft enterprises
ltdCabbage leaf breast tendernessEva longoria pose nudeSlid the spandex on gay storySheva alomar hentaiOral contraceptives and lack of periodMila kunis sexy picturesFacial compilation white girls black dick