ଭୁବନେଶ୍ବର : ରାଜନଗର ହାଇସ୍କୁଲ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକ ପ୍ରାର୍ଥୀ ଧ୍ରୁବ ଚରଣ ସାହୁ ଓ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ନିର୍ବାଚନୀ ପ୍ରଚାର କରି ଭୋଟଭିକ୍ଷା କରିଥିଲେ। ସେହିପରି େକନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ଶଶିଭୂଷଣ ବେହେରାଙ୍କୁ ବି ଜିତାଇବାକୁ ନବୀନ ନିବେଦନ କରିଥିଲେ।
ମହିଳାମାନଙ୍କ ପାଇଁ ସଂସଦରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବିଷୟ େକନ୍ଦ୍ରାପଡାରୁ େଘାଷଣା କରିଥିବା କଥା ସ୍ମରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଏହା ସାରା ଦେଶରେ ଇତିହାସ ସୃଷ୍ଟି କରିଛି।
ପୂର୍ବତନ ସାଂସଦ ତଥା କେନ୍ଦ୍ରାପଡା େଲାକସଭା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆଜି ଏଭଳି ସାଂଘାତିକ ଅଭିେଯାଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଜୟନ୍ତଙ୍କ ନାଁ ଧରିନଥିଲେ। ହେଲେ ତାଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ କଠୋର ଶଦ୍ଦ ପ୍ରୟୋଗ କରି ନବୀନ କହିଥିଲେ, ‘‘ବିଜୁ ବାବୁଙ୍କ େକନ୍ଦ୍ରାପଡାର ଉନ୍ନତି ପାଇଁ ମୁଁ ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ସାଂସଦ କରିଥିଲି। ବହୁତ ଭରସା ଥିଲା। ଆପଣମାନଙ୍କର, େମାର ମଧ୍ୟ। ସ୍ବାଧୀନତାର ୭୦ ବର୍ଷ ପରେ େକନ୍ଦ୍ରାପଡା ଓଡ଼ିଶାର ଏକମାତ୍ର ଉପକୂଳବର୍ତୀ ଜିଲ୍ଲା େଯଉଁଠିକୁ େରଳ ଯୋଗାେଯାଗ ନାହିଁ। ଏଥିପାଇଁ ମୁଁ ବହୁବାର ଦାବି କରିଛି। ଥରେ ଦିଲ୍ଲୀରେ ଏକ ମିଟିଂ ପରେ ଆସୁଥିଲି। କେନ୍ଦ୍ରର ଜଣେ ବରିଷ୍ଠ ମନ୍ତ୍ରୀ େମାତେ କହିଲେ – ଆପଣ େକନ୍ଦ୍ରାପଡାର େରଳ ଲାଇନ କଥା କହୁଛନ୍ତି। କିନ୍ତୁ ଆପଣଙ୍କ େକନ୍ଦ୍ରାପଡା ଏମପି ସବୁବେଳେ ତାଙ୍କ କାରଖାନାକୁ େରଳ େଯାଗାେଯାଗ କଥା କହୁଛନ୍ତି। େମାତେ ବହୁତ ଦୁଃଖ ଲାଗିଲା।’’
ନବୀନ ବୈଜୟନ୍ତଙ୍କ ନାଁ ନ ନେଇ ଆହୁରି କହିଥିଲେ େଯ େକନ୍ଦ୍ରାପଡାର ଶିଳ୍ପ ପାଇଁ ତାଙ୍କର ଚିନ୍ତା ନଥିଲା। ସବୁବେଳେ ତାଙ୍କ ଚିନ୍ତା ଥିଲା, ତାଙ୍କ ନିଜ ଶିଳ୍ପର ପ୍ରସାର। େକନ୍ଦ୍ରାପଡା ଯୁବକଙ୍କ ନିଯୁକ୍ତି ତାଙ୍କର ପ୍ରାଥମିକତା ନଥିଲା। ସେ କିପରି ଭଲ ନିଯୁକ୍ତି ପାଇବେ, ସେଥିପାଇଁ ବ୍ୟସ୍ତ ଥିଲେ।
‘‘ମୋ ଅନୁରୋଧରେ ଆପଣମାେନ ତାଙ୍କୁ ଦୁଇ ଦୁଇ ଥର ଭୋଟ ଦେଇଥିଲେ। ତେଣୁ ମୁଁ ଆପଣମାନଙ୍କ ନିକଟରେ ଉତ୍ତରଦାୟୀ। ସେ ଆପଣଙ୍କ ବିଶ୍ବାସ ଭାଙ୍ଗିଛନ୍ତି। ମୋର ବି ବିଶ୍ବାସ ଭାଙ୍ଗିଛନ୍ତି। କେନ୍ଦ୍ରାପଡାବାସୀଙ୍କ ବିଶ୍ବାସ ସହ ସେ ଖେଳ ଖେଳିଛନ୍ତି। ଏହା ବିଜୁ ବାବୁଙ୍କ ପ୍ରତି ଅସମ୍ମାନ। କେନ୍ଦ୍ରାପଡାବାସୀ ତାଙ୍କୁ ଉଚିତ ଜବାବ ଦେବେ।’’
ଏଥିସହିତ ନବୀନ ତାଙ୍କ ବକ୍ତବ୍ୟରେ େଦାହରାଇଥିଲେ େଯ କାଳିଆ େଯାଜନାରେ ୪୦ଲକ୍ଷ େଲାକ ଉପକାର ପାଇଛନ୍ତି। କିନ୍ତୁ େକନ୍ଦ୍ରର ବିେଜପି ସରକାର ଏହି େଯାଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ପର୍ଯ୍ୟନ୍ତ କାଳିଆ େଯାଜନାକୁ କେହି ବନ୍ଦ କରିପାରିବେ ନାହିଁ। ବିଜେଡି ସରକାର ଆସିବାର ପ୍ରଥମ ଦିନରେ ହିିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବ। ଏହା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଓ ମିସନ ଶକ୍ତିରେ ମା’ଙ୍କ ପାଇଁ ୫ହଜାର େକାଟି ଟଙ୍କାର କାମ ସଂପର୍କରେ ନବୀନ ସୂଚାଇଥିଲେ।

Softcore b moviesBaked turkey breast caloriesTube latina assBig ass sunshyne galleriesYou sexy thing hot
chocolate 1976Pouring liquid into pussyNephew black mails aunt to sexAdult whooping cough systemsAss cheek
sweetMy hot ass neighbor rapidshare xnxx Zebra print sex bedSexer nudesSexual couples videosPussy upclose picGlobal sex chatAdult tape videoAsian slipperBobby ryan strip https://xnxxopen.com Jessica alba fingering her pussySex scene from
monsters ball uncutFree porn teen downloadTeen wild lesbian thongYoung teen girls mpegs
xxx oldNasty vids tgpGay bars in winchester vaLook better naked mariska xnxx Fresh teen photosOld women fucking dodsKat lesbo youngDick latin pictureHd videos xxxCover girl models nakedGay cock
to cockSmall teen tit virginErotic review id is 121680