ବ୍ରହ୍ମଗିରି : ଆସନ୍ତା ୨୩ ତାରିଖରେ ପୁରୀ ଲୋକ ସଭା ଏବଂ ଏହା ଅଧୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁ ରାଜନୈତିକ ଦଳ ବଳ, କୌଶଳ ଲଗାଇ ଦେଇଛନ୍ତି। ଭାଜପାର ବହୁ କେନ୍ଦ୍ରୀୟ ନେତା ଆସି ପ୍ରଚାର କରିଥିବାବେଳେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ପୁରୀ ଆସି ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଏଥିସହ ଭାଜପା ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଭୋଟରଙ୍କୁ ନିବେଦନ କରିଥିଲେ। ଶୁକ୍ରବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୁରୀ ଗସ୍ତରେ ଆସିଥିଲେ। ବଡ଼ଦାଣ୍ଡରେ ରୋଡ୍ ଶୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ସାତପଡ଼ାରୁ ସ୍ବତନ୍ତ୍ର ବସ୍ ଯୋଗେ ରୋଡ୍ ଶୋ’ରେ ଆସି ଅପରାହ୍ନ ପ୍ରାୟ ସାଢେ ୨ଟାରେ ପୁରୀରେ ପହଞ୍ଚତ୍ଥିଲେ। ସର୍କିଟ୍ ହାଉସ୍ରେ ମଧ୍ୟାହ୍ନ ଭୋଜନ ସାରି ବିଶ୍ରାମ ନେଇଥିଲେ। ସାଢେ ୩ଟାରେ ଶ୍ରୀମନ୍ଦିରକୁ ଅଭିମୁଖେ ବାହାରିଥିଲେ। ଶ୍ରୀମନ୍ଦିର ଭିତରକୁ ନ ଯାଇ ଅରୁଣସ୍ତମ୍ବ ନିକଟରୁ ପତିତପାବନଙ୍କୁ ଦର୍ଶନ କରିଥିଲେ। ସେଠାରେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ପ୍ରଚାରରେ ବାହାରିଥିଲେ। ସ୍ବତନ୍ତ୍ର ବସ୍ରେ ରହି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଭୋଟ ମାଗିଥିଲେ। ଶହ ଶହ କର୍ମୀ ଏହି ରୋଡ୍ ଶୋ’ରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବସ୍ ଆଗରେ ଏକ ଖୋଲା ଜିପ୍ରେ ପୁରୀ ଲୋକ ସଭା ପ୍ରାର୍ଥୀ ପିନାକୀ ମିଶ୍ର, ବିଧାୟକ ପ୍ରାର୍ଥୀ ମହେଶ୍ୱର ମହାନ୍ତି ରହିଥିଲେ। ଏଥିସହ ଓଲିଉଡ୍ ଅଭିନେତା ସବ୍ୟସାଚୀ ଓ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏହି ରୋଡ୍ ଶୋ’ରେ ସାମିଲ ହୋଇଥିଲେ।
ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ
- Advertisement -

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
Witamy w polskim legalnym internetowym kasynie Slottica – miejscu stworzonym dla hazardzistów online w Polsce! Casino Slotica w polskiej wersji językowej otwiera przed Tobą świat pełen emocjonujących gier za darmo i atrakcyjnych nagród bez rejestracji. Strona przyciąga nowych użytkowników między innymi premią powitalną 25 zł bez konieczności wpłaty depozytu. W badaniu przeprowadzonym wśród ponad 8500 graczy wielu z nich wskazało Slottica jako jedną z najciekawszych stron z automatami online dostępnych w Polsce.