ମାଲକାନଗିରି: ଲାଲଗଡ଼ରେ ପୁଣି ଆକ୍ରାମକ ମୁଡ଼ରେ ନଜର ଆସିଲେ ବିଜେଡ଼ି ସୁପ୍ରିମୋ । କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଲେ ବିଜେଡ଼ି ସୁପ୍ରିମୋ । କାଲିମେଳାର ସାଧାରଣ ସଭାରେ କେନ୍ଦ୍ର ଅବହେଳା କଥା ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ଆହ୍ୱାନ ଦେଇଛନ୍ତି ନବୀନ । ବଙ୍ଗୀୟ ଭାଇଭଉଣୀଙ୍କ କଥା ମୁଁ ବୁଝିବି ବୋଲି ଶୁକ୍ରବାର ଅପରାହ୍ଣରେ ଏକ ନିର୍ବାଚନ ପ୍ରଚାର ସଭାରେ ଯୋଗ ଦେଇ ନକ୍ସଲପ୍ରବଣ କାଲିମେଳାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓଡ଼ିଶାରେ ପ୍ରାକୃତିକ ଦୁର୍ବିପାକ ବେଳେ କେନ୍ଦ୍ରୀୟ ନେତାମାନଙ୍କର ଦର୍ଶନ ନ ଥାଏ କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମାଲୋଚନା କରିଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.