ଭୁବନେଶ୍ୱର : ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଧାର ସିଂହଙ୍କୁ ୧୩ ଜଣିଆ ସଦସ୍ୟ ବିଶିଷ୍ଟ ହକି ଇଣ୍ଡିଆ ଚୟନ କମିଟିରେ ସାମିଲ କରାଯାିଛି । ଏହା ମୋ ପାଇଁ ଏକ ନୂଆ ଚଲେଞ୍ଜ, ଏହାକୁ ମୁଁ ନିଷ୍ଠାର ସହିତ ତୁଲାଇବି ବୋଲି ସର୍ଦ୍ଦାର ସିଂହ କହିଛନ୍ତି । ଏହି ଦାୟୀତ୍ୱଟି ଏକ ଭିନ୍ନ ପ୍ରକାରର ଯାହାକି ମୁଁ ଭାରତୀୟ ଦଳ ତରଫରୁ ଖେଳୁଥିଲି କିନ୍ତୁ ବର୍ତ୍ତମାନ ଯେଗ୍ୟ ଖେଳାଳି ଚୟନ କରିବାକୁ ହେବ । ସେହିକରି ‘’ ହକି ଇଣ୍ଡିଆନ ଚୟନ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ହରବିନ୍ଦର ସିଂହ, ସୟଦ ଅଲ୍ଲୀ, ଏ.ବି ସୁବୈହ, ଆର.ପି ସିଂହ , ରଜନୀଶ ମିଶ୍ରା, ଜୋୟଦିପ କୌର, ସୁରେନ୍ଦର କୌର, ଅସୁନ୍ତ ଲାକ୍ରା, ଡାଭିଡ୍ ଜୋନ୍ ଓ ଉଭୟ ପୁରୁେ ଏବଂ ମହିଳା ସିନିୟର ଟିମର କୋଚ ।
ହକି : ସର୍ଦ୍ଧାର ସିଂହଙ୍କୁ ମିଳିଲା ନୂଆ ଦାୟୀତ୍ୱ
Leave a Comment
Leave a Comment
- Advertisement -
Stay Connected
Comment
- reglan injection on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- lasix pill on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- levitra on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- metoprolol tart on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
