ବାଲେଶ୍ୱର ; ଚୋରୀ ବିଦ୍ୟା ମହଙ୍ଗା ପଡିଲା । ଚୋରି କରୁଥିବା ସମୟରେ ଧରାପଡି ବହେ ଛେଚା ଖାଇଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ସାହାସପୁରା ଗ୍ରାମରେ । ଅଭିଯୋଗ ଅନୁସାରେ ସାହାସପୁର ଗ୍ରାମର ସଲିମ ସାହାଙ୍କ ଘରେ ଗତକାଲି ରାତି ୩.୧୫ରେ ଚୋର ପଶି ଚୋରି ଉଦ୍ୟମ କରୁଥିବା ସମୟରେ ପରିବାର ଲୋକେ ଉଠିଯାଇଥିଲେ । ତେବେ ଚୋରୀ ଉଦ୍ୟମ କରୁଥିବା ଅଞ୍ଜି ଗ୍ରାମର ସରପଞ୍ଚଙ୍କ ଭାଇ ତଥା ନିଶାକର ରାଉତଙ୍କ ପୁଅ କୁନା ରାଉତକୁ ଧରିବା ସହ ଦଉଡିରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ ଏବଂ ଗୋପାଳପୁର ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଗୋପାଳପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଚୋରକୁ ଉଦ୍ଧାର କରିଥିଲା । ତେବେ ଏନେଇ ସଲିମ ସାହାଙ୍କ ପରିବାର ତରଫରୁ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଚୋରି କରି ଯୁବକ ହଟହଟା ; ଧରାପଡିଲା , ନର୍ଦ୍ଦୁମ ଛେଚା ଖାଇଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- LinwoodCoami on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- Vaughnweems on ଆଜିର ରାଶିଫଳ
- mostbet_zyEt on କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ
- Juliusbak on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- Malcolmpeari on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
