ଜଳେଶ୍ୱର : ପୁଣି ଗଣଦୁର୍ଷମ । ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଷମ । ଏହି କାରଣରୁ ବାପା,ମା ଝିଅଟିଏ ଜନ୍ମ ଦେବାକୁ ଆଉ ଇଚ୍ଛା କରୁନାହିଁ । ଜଦି ଝିଅଟିଏ ଜନ୍ମ ନ ନୁହେଁ ଲୋପ ପାଇଯିବ ଏ ଦୁନିଆଁ । ଯେବେ ଏ ସମାଜର ଲୋକଙ୍କ ଭିତରେ ଥିବା ଘୃଣ୍ୟ କାର୍ଯ୍ୟ ଶେଷ ହେବ, ସେତେବେଳେ ଝିଅମାନେ ନିଜକୁ ସୁରକ୍ଷିତ ଭାବିବେ । ତେବେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଅଞ୍ଚଳରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ଗଣଦୁର୍ଷମ କରାଯାଇଥିବା ଅଭିଯୋଗ ଅସିଛି । ତେବେ ନାବାଳିକା ଜଣଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ୫ ଜଣ ଯୁବକ ଏହି ନାବାଳିକା ଜଣଙ୍କୁ ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଆସିଥିଲେ। ତାଙ୍କୁ କିଛି ଔଷଧ ଖୁଆଇ ଗଣଦୁଷ୍କର୍ମ କରିବା ପରେ ରସୁଲପୁର ପାଖ ରାସ୍ତା କଡ଼ରେ ପକାଇ ପଳାଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଆଜି ସକାଳେ ନାବାଳିକାଙ୍କୁ ରସୁଲପୁର ଗାଁର କିଛି ଲୋକ ଏବଂ କୁଭୀରଗୋଡ଼ି ସରପଞ୍ଚ ରତନ ବାଗ ଉଦ୍ଧାର
୫ ଜଣ ଯୁବକ ବଙ୍ଗୀୟ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନେଇଗଲେ, ଦୁଷର୍ମ କରି ରାସ୍ତା କଡକୁ ଫୋଫାଡି ଦେଲେ !
You Might Also Like
Leave a Comment
Leave a Comment
- Advertisement -
