ଉତରପ୍ରଦେଶ : ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ଜାଗୁଆର ଦୁର୍ଘଟଣାଗ୍ରସ୍ତ । ଉତରପ୍ରଦେଶର କୁଶୀନଗରରେ ଯୁଦ୍ଧ ବିମାନ ଜାଗୁଆର କିଛି ସମୟ ଉଡାଣ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା । ତେବେ ସେଠାରୁ ପାଇଲଟ ଅଳ୍ପକେ ବର୍ତିଯାଇଥିଲେ । କିନ୍ତୁ ପାଇଲଟଙ୍କ ଉପସ୍ତିତ ବୁଦ୍ଧି ଯୋଗୁ ଯୁଦ୍ଧ ବିମାନଟି ବିଲରେ ଯାଇ ପଡିଥିଲା । ଏଥିଯୋଗୁ ସେଠାରେ କାହାର କିଛି କ୍ଷତି ହୋଇନଥିବାର ସୂଚନା ମିଳିଛି । ଘଟଣାର କୋର୍ଟ ଅଫ ଇନକ୍ୱାରୀ ପାଇଁ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ କାରଣରୁ ଏହି ଘଟଣାଟି ଘଟିଲା ସେଥିପାଇଁ ସର୍ଚ ଅପରେସନ ଜାରି ରହିଛି ।
ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
Leave a Comment
Leave a Comment
- Advertisement -
Stay Connected
Comment
- AmunRa Casino on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- Amun Ra on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- Amun Ra Casino on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- implicit declaration of function gettimeofday is invalid in c99 on ମାତିଛନ୍ତି ଅଦୃଶ୍ୟ ଲୁଟେରା; ଦିବା ଲୋକରେ ବ୍ୟାଙ୍କ ସମ୍ନାରୁ ଡ଼ିକି ଭାଙ୍ଗି ଲୁଟି ନେଲେ !
