ବାଲେଶ୍ୱର: ଗୋପିମୋହନପୁର ପଂଚାୟତ ସରସିଦା ଗାଁରେ ଫସିଗଲେ ମହାଦେବ । ଷଣ୍ଢଟି ପାଣି ପିଇବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ କାଦୁଅରେ ଫସିଯାଇଥିଲେ । ଷଣ୍ଢଟିର ଗୋଟାଏ ଗୋଡ଼ ଛୋଟା ହୋଇଥିବାରୁ ପୋଖରୀ କାଦୁଅରୁ ବାହରି ପାରିନଥିଲା । ଯେତେ ଉଠିବା ପାଇଁ ଚେଷ୍ଟା କରୁଥିଲା ସେତେ ଗଭୀର ପଣ୍ଟୁରେ ଫସିଯାଇଥିଲା । ମହାଦେବଙ୍କ ବାହାନଙ୍କ ଏପରି କରୁଣ ଦୃଶ୍ୟ ଦେଖି ଗାଁର ବିଜୁ ଯୁବ ବାହିନୀ ସଂଗଠନର କର୍ମକର୍ତ୍ତା ପହଂଚି ଷଣ୍ଢକୁ ଉଦ୍ଧାର କରିଥିଲେ । ବିଜୁ ଯୁବ ବାହିନୀର ଏପରି କାର୍ଯ୍ୟକୁ ସାରା ଅଂଚଳର ବୁଦ୍ଧିଜୀବୀ ଲୋକ ପ୍ରସଂଶା କରିଛନ୍ତି ।
ବାଲେଶ୍ୱର ଗୋପିମୋହନପୁର ପଂଚାୟତ ସରସିଦା ଗାଁରେ ଫସିଗଲେ ମହାଦେବ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
