ମୟୂରଭଞ୍ଜ: ମୟୂରଭଂଜ ଜିଲ୍ଲା ଶିମିଳିପାଳ ବାଳିଆପାଳ ଗାଁରୁ ୧୯ ଫୁଟର ଅହିରାଜସାପ ଉଦ୍ଧାର କରାଯାଇଛି । ତେବେ ଗତକାଲି ସଂଧ୍ୟାରେ ଗୋଟିଏ ପରିବାର ଲୋକେ ଶୋଇବାକୁ ଯିବା ବେଳେ ଏହି ବିଶାଳକାୟ ଅହିରାଜକୁ ଦେଖିଥିଲେ । ତେବେ ଘର ଭିତରେ ଅହିରାଜ ସାପକୁ ଦେଖି ପରିବାର ଲୋକେ ଭୟବୀତ ହୋଇପଡିଥିଲେ। ତୁରନ୍ତ ଗାଁ ଲୋକେ ସାପ ଧରାଳିକୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ପହଂଚି ଘର ଭିତରୁ ୧୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଥିବା ଜଣାପଡିଛି । ସେପଟେ ଅହିରାଜ ସାପକୁ ଉଦ୍ଧାର କରିସାରିବା ପରେ ବନବିଭାଗକୁ ହସ୍ତାନ୍ତତର କରାଯାଇଛି । ଅନ୍ୟପଟେ ପୁଣି ଅହିରାଜସାପକୁ ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ସୂଚନା ମିଳିଛି ।
ଘର ଭିତରୁ ଉଦ୍ଧାର ହେଲା ୧୯ ଫୁଟ ଅହିରାଜ ସାପ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
