ଶ୍ରୀମନ୍ଦିର ସେବାୟତଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୫ହଜାର ଟଙ୍କା ଓ ସ୍ୱତନ୍ତ୍ର ମାସ୍କ

Odisha Hot News
0 Min Read

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ବଢିଲା ଆଶା । ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟରେ ୫ହଜାର ଟଙ୍କା ଓ ଏହା  ସହ ମିଳିବ ସ୍ୱତନ୍ତ୍ର ମାସ୍କ। ବୟନିକା କିମ୍ବା SHG ମାଧ୍ୟମରେ ଗ୍ରୁପ ତରଫରୁ ପ୍ରତି ସେବାୟତଙ୍କୁ ମାସ୍କ ଯୋଗାଇ ଦିଆଯିବ। ଆଗାମୀ ନୀତିକାନ୍ତି ସମୟରେ ସେବାୟତମାନେ ଏହି ମାସ୍କ ପିନ୍ଧିବେ। ସେପଟେ ରଥଖଳାରେ ଆଗେଇ ଚାଲିଛି ରଥକାମ। ଅଣସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରୀ ତେଲ । ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ପରେ ଜ୍ୱରରେ ପିଡୀତ ଶ୍ରୀଜିଉ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

Share This Article