କଟକ: ଓଡ଼ିଶାର କଳା, ସଂସ୍କୃତି ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟରଙ୍କୁ ଆଜି ହାଇକୋର୍ଟରୁ ଜାମିନ୍ ମିଳିଲା । ତେବେ ଶହୀଦ ନଗର ଥାନା ଓ କୋଣାର୍କ ଥାନରେ ରୁଜୁ ହୋଇଥିବା ମାମଲାରେ ଜାମିନ ମିଳିଛି । ଗତକାଲି ରାଜ୍ୟ ସରକାର ଆୟରଙ୍କ ବିରୋଧରେ ଥିବା ସବୁ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଥିଲୋ । ଅଭିଜିତ୍ ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗତ ମାସ ୨୦ ତାରିଖରେ ଚିଠି ଲେଖି ଅନୁରୋଧ କରିଥିଲେ । ପୂର୍ବରୁ ବିଧାନସଭା ଗୃହ କମିଟ ମଧ୍ୟ ତାଙ୍କୁ କ୍ଷମା କରିଥିଲେ ।
ଅଭିଜିତ୍ ଆୟରଙ୍କୁ ଆଜି ହାଇକୋର୍ଟରୁ ଜାମିନ୍ ମିଳିଲା !
- Advertisement -
Stay Connected
Comment
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- mirtazapine 15 mg tablet price on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- meloxicam for dogs on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.