ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଜେଲ୍ ନିକଟସ୍ଥ ଏକ ଗଛରେ ଜଣେ ବ୍ୟକ୍ତିଙ୍କର ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। କିନ୍ତୁ ତାଙ୍କର ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ଅନୁସଂଧାନ ଚଳାଇଛି।
ବ୍ରହ୍ମପୁର ଜେଲ୍ ନିକଟସ୍ଥ ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର
- Advertisement -

Comment