ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ସକାଳେ ହିଲପାଟନା ସ୍ଥିତ ଏକ ଡ୍ରେନ ଉପର ଚଟାଣରେ ଏକ ଅଜଣା ବ୍ୟକ୍ତିର ମୃତ୍ୟୁଦେହ ପଡିଥିବା ଦେଖି ସ୍ଥାନୀୟ କର୍ପୋରେଟରଙ୍କ ସହ ସାହି ବାସିନ୍ଦା ଗୋଶାଣୀ ନୂଆଗାଁ ଥାନାକୁ ଜଣାଇଥିଲେ।

ଖବର ପାଇ ପୋଲିସ ଆସି ସେହି ବ୍ୟକ୍ତିର ମୃତ୍ୟୁ ଦେହକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ମୃତ ବ୍ୟକ୍ତିଙ୍କ ଅନୁସନ୍ଧାନ ଚଳାଇଛି।

Share This Article