ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ସହର ଉପକଣ୍ଠ ଶ୍ମଶାନ ପରିସର ଏକ ଗଛ ଶାଖାରେ ଜଣେ ଯୁବକଙ୍କୁ ଝୁଲୁଥିବା ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଥିଲେ। ମୃତ ଯୁବକ ଜଣକ ହିଞ୍ଜିଳି ପୌରାଞ୍ଚଳ ଜୟ ମଙ୍ଗଳ ସାହିର ମଣ୍ଟୁ ବେହେରା ବୋଲି ଜଣାପଡିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ହିଞ୍ଜିଳି ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ମଣ୍ଟୁ ଆତ୍ମହତ୍ୟା ର କାରଣ ଜଣାପଡି ନାହିଁ ଓ ସନ୍ଦେହ ଘେରରେ ରହିଛି।

Share This Article