ବଦଳିଲେ ଦଶ ଜଣ ବିଡିଓ, ଖୋର୍ଦ୍ଧା ବୋଲଗଡ ବିଡିଓଙ୍କର ମଧ୍ୟ ବଦଳି, ଦେଖନ୍ତୁ ପୁରା ତାଲିକା

Odisha Hot News
0 Min Read

ଭୁବନେଶ୍ବର: ରାଜ୍ୟ ସରକାର ଏକ ଥରେ 10 ଜଣ ବିଡିଓଙ୍କୁ ବଦଳି କରିଛନ୍ତି। ଏ ନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବିକ୍ଷପ୍ତି ପ୍ରକାଶ ପାଇଛି। ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ

ସେହିପରି ବରଗଡ ଜିଲ୍ଲାର ରାଜବୋରାସମ୍ବର ବ୍ଲକ ବିଡିଓ ଶ୍ରୀମତୀ ସରୋଜା ବେହେରାଙ୍କୁ ପରବର୍ତ୍ତି ପୋଷ୍ଟିଂ ପର୍ଯ୍ୟନ୍ତ ତାଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଛି।

Share This Article