ବାଲ୍ୟବିବାହ ବନ୍ଦ କରିବା ପାଇଁ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

Odisha Hot News
0 Min Read

ଭୁବନେଶ୍ଵର: ବାଲ୍ୟବିବାହ ବନ୍ଦ କରିବା ପାଇଁ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯ଼ାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରେଣୁବାଳା ନନ୍ଦ ସ୍ବାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଅଧ୍ୟକ୍ଷତା କରିଥିଲେ।

ଜିଲ୍ଲାପରିଷଦ ସିଡିଓ ପ୍ରସନ୍ନ କୁମାର କାର୍ଯକ୍ରମରେ ଅତିଥି ଭାବରେ ଯୋଗ ଦେଇ ବାଲ୍ୟ ବିବାହ କିପରି ଭାବରେ ନିରାକରଣ କରାଯାଇ ପାରିବ ମତାମତ ରଖିଥିଲେ। ଉକ୍ତ କାର୍ଯକ୍ରମ ରେ ସମ୍ବଲପୁର ଜିଲ୍ଲା ର ୬୮ ଟା ଗ୍ରାମ କୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି।

Share This Article