ଗଠନ ହେଲା ଓଡିଶା ଲ କମିଶନ, ଜାଣନ୍ତୁ କେଉଁମାନେ ରହିଲେ ସଦସ୍ୟ, କିଏ ହେଲେ ଅଧ୍ୟକ୍ଷ

Odisha Hot News
0 Min Read

ଭୁବନେଶ୍ବର: ରାଜ୍ୟ ସରକାର ଲ କମିଶନ ଗଠନ କରିଛନ୍ତି। ପୂର୍ବରୁ ସରକାର ଓଡିଶା ଲ କମିଶନ ଗଠନ କରିବାକୁ ନିଷ୍ପତି କରିଥିଲେ। ସେହି ଅନୁସାରେ ଆଜି ସେହି କମିଟର ପୂର୍ଣ୍ଣାଙ୍କ ରୂପରେଖ ପ୍ରସ୍ତୁତ କରାଯାଇଛି।

ଏହି କମିଟର ଅଧ୍ୟକ୍ଷ ରହିବେ ଜଷ୍ଟିସ ବିଶ୍ବନାଧଥ ରଥ।ଏଥିରେ ଅଧ୍ୟକ୍ଷଙ୍କ ସହିତ ଛଅ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଆଇନି ବିଭାଗର ପ୍ରମୁଖ ଶାସନ ସଚିବ, ବରିଷ୍ଠ ଆଇନଜୀବି ସୂର୍ଯ୍ୟକାନ୍ତ ମିଶ୍ର, ସୌରେନ୍ଦ୍ର ମହାପାତ୍ର, କମିଶନଙ୍କ ସଚିବ ଏହାର ସଦସ୍ୟ ରହିବେ।

Share This Article