ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଉଦ୍ଘାଟିତ ହେଲା ଅଭାସୀ କୋର୍ଟ

Odisha Hot News
0 Min Read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ଆଜି ପୂର୍ବାହ୍ନ ରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲା ର ହେଡ୍ କ୍ୱାଟରରେ ଏକ ଆଭାସୀ କୋର୍ଟ କୁ ଦକ୍ଷିଣାଞ୍ଚଳ ଡ଼ିଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀ ଉଦ୍ଘାଟନ କରିଛନ୍ତି। ତାଙ୍କ ସହ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକମ ଉପସ୍ଥିତ ରହିଥିଲେ। ଏହା ଦ୍ଵାରା ପୋଲିସ୍ ଅଧିକାରୀ ମାନେ ଓଡ଼ିଶାର ବିଭିନ୍ନ କୋର୍ଟ ରେ ସାକ୍ଷ୍ୟ ପ୍ରଦାନ କରିବାରେ ଉପକୃତ ହୋଇପାରିବେ ଏବଂ ବହୁ ମୂଲ୍ୟବାନ ସମୟକୁ ବଞ୍ଚାଇପରିବେ।

Share This Article