ଶ୍ରୀ ଅନ୍ନ ମାଣ୍ଡିଆ କ୍ରୟ ପାଇଁ ସଚେତନତା ରଥ ଉଦଘାଟିତ 

Odisha Hot News
1 Min Read

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କୋମନା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମାଣ୍ଡିଆ କ୍ରୟ ସଚେତନତା ରଥକୁ ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର, ଉପ କୃଷି ଅଧିକାରୀ ଶୁଶ୍ରୀ ସଂଗୀତା ମେହେର, ସିପିଏସ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ବିରଞ୍ଚି ନାରାୟଣ ମହାପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଗ୍ରାମ ସେବକ ଓ ମାଣ୍ଡିଆ ଚାଷୀ ମାନେ ଉପସ୍ଥିତ ରହିଥିଲେ। ସଚେତନତା ରଥ ୩ ଧରି କୋମନା ବ୍ଲକର ସୁନାବେଡ଼ା, ସୋସେଙ୍ଗ ମିଛପାଲି, ସିଲେଟପାଣି, ସମର୍ସିଂ, ବୁଧି କୋମନା,କଣ୍ଡେତରା ତଥା ବିଭିନ୍ନ ସ୍ଥାନ ବୁଲି ସଚେତନ କରିବ। ଏହି ଶ୍ରୀ ଅର୍ଣ୍ଣ ଚାଷ କରି ଚାଷୀ ଅଧିକ ଲାଭବାନ ହେଉଥିବା ବେଳେ ବିଲୁପ୍ତ ପ୍ରାୟ ଏହି ଚାଷକୁ ଉଜ୍ଜୀବିତ ନେଇ କୃଷି ଓ କୃଷକଙ୍କୁ ଉତ୍ସାହିତ ପ୍ରଦାନ କରିଛନ୍ତି।

Share This Article