ଆଜି ନିର୍ବାଚନ ପ୍ରଚାରରେ ଭାଗ ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha Hot News
0 Min Read

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡ ଗସ୍ତରେ ଯିବେ। ସେଠାରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ। ଏଥିପାଇଁ ଝାଡଖଣ୍ଡ ବିଜେପି ତରଫରୁ ପ୍ରସ୍ତୁତି କରାଯାଇଛି। ପୂର୍ବରୁ ସେଠାରେ ଓଡିଶାର ମନ୍ତ୍ରୀଗଣ ଡେରାପକାଇ ପ୍ରଚାର କରିବାରେ ଲାଗିଛନ୍ତି।

ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାରାଥନ୍ ସଭା ଓ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ସେ ଷଢ଼େଇକଳା ଖରସୁଆଁ ଓ ସିଂହଭୂମିରେ ସଭା କରିବେ ବୋଲି ଜଣାପଡିଛି।

Share This Article