ରେଳ ଧାରଣାରୁ ଅଚିହ୍ନା ଯୁବକର ଶବ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ରାମନଗର ରେଳ ଧାରଣାରେ ଜଣେ ଅଚିହ୍ନା ଯୁବର ଶବ ପଡି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଶୁଣି ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। କିନ୍ତୁ ଶବର ପରିଚୟ ମିଳିନାହିଁ। ମୃତ ଯୁବକଙ୍କ ଶରୀରରେ କୌଣସି ଆଘାତ ବା ଦାଗ ଚିହ୍ନ ନଥିବାରୁ ମୃତ୍ୟୁର କାରଣ ଜଣାପଡି ନାହିଁ। ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Share This Article