କଟକ ଏସସିବି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Odisha Hot News
0 Min Read

କଟକ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି କଟକ ଏସସିବି ଡାକ୍ତରଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। କଟକ ଏସ୍‌ସିବିରେ ଜୁନିଅର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି।

ଏହି ସମୟରେ ଜୁନିଅର ଡାକ୍ତରମାନେ ଜରୁରୀକାଳିନ ସେବାକୁ ଛାଡି ବାକି ସବୁ ସେବା ବନ୍ଦ କରିଛନ୍ତି। ଓପିଡି, ଓଟି ସେବା ସହ ଲ୍ୟାବ ମଧ୍ୟ ବନ୍ଦ ହୋଇଛି। ଯାହାଫଳରେ ରୋଗୀ ହନ୍ତସନ୍ତ ହେଉଥିବା ଦେଖାଯାଇଛି।

Share This Article