ହଟିଲେ ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ଓ ପୌର ନିର୍ଦ୍ଦେଶକ: ଅବସର ପରେ ମଧ୍ୟ କରୁଥିଲେ କାର୍ଯ୍ୟ

Odisha Hot News
0 Min Read

ଭୁବନେଶ୍ଵର: ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଓ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନିଜ ପଦବୀରୁ ହଟିଛନ୍ତି। ଅବସର ପରେ ମଧ୍ୟ ଏହି ଦୁଇ ଅଧିକାରୀ ସରକାରୀ ପଦବୀରେ ଥିଲେ। ତେବେ ସାରଦାଙ୍କ ସ୍ଥାନରେ ରବୀନ୍ଦ୍ର ସାହୁଙ୍କୁ ସୁଡା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ଦେବାଶିଷ ସିଂହଙ୍କୁ ପୌର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

Share This Article