ବାଲେଶ୍ଵର ଲୋକସଭା ଆସନ: ବିଜେଡି ପ୍ରାର୍ଥୀ ଲେଖାଶ୍ରୀଙ୍କ ଠାରୁ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗୁଆ

Odisha Hot News
0 Min Read

ଭୁବନେଶ୍ବର: ବାଲେଶ୍ଵର ଲୋକସଭାରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗୁଆ ଅଛନ୍ତି। ସେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କଠାରୁ ୧ ଲକ୍ଷ ୧୫ ହଜାର ୮୮୨ ଭୋଟ ଆଗରେ ଅଛନ୍ତି।

ଏପର୍ଯ୍ୟନ୍ତ ଉଭୟ ପ୍ରାର୍ଥୀ ପାଇଥିବା ଭୋଟ…

୧- ଅନିତା ଶୁଭଦର୍ଶିନୀ, ବିଜେପି- ୪, ୦୧,୬୦୭

୨-ଲେଖାଶ୍ରୀ ସାମନ୍ତସିଂହାର, ବିଜେଡି- ୨, ୮୫,୭୨୫ ଭୋଟ।

Share This Article