ଆଜି ଓଡିଶା ରାଜନୀତି ଗରମ ସହିତ ତାପମାତ୍ରାରେ ରେକର୍ଡ ବୃଦ୍ଧି, ୪୬ ଡିଗ୍ରୀ ଉପରେ ରାଜ୍ୟର ୪ଟି ସହର

Odisha Hot News
0 Min Read

ଭୁବନେଶ୍ବର: ଆଜି ଓଡିଶାର ରାଜନୀତ ଯେପରି ଗରମ ହୋଇ ଉଠିଛି ସେହିପରି ରାଜ୍ୟର ତାପମାତ୍ରା ମଧ୍ୟ ବେଶ ବୃଦ୍ଧି ପାଇଛି। ଆଜି ରାଜ୍ୟର ୪ଟି ସହରର ତାପମାତ୍ରା ୪୬ ଡିଗ୍ରୀ ଉପରେ ପ୍ରବାହିତ ହୋଇଛି। ସେହି ସହରଗୁଡିକ ହେଲା ବଲାଙ୍ଗୀର, ସୋନପୁର, ଝାରସୁଗୁଡା ଏବଂ ଟିଟିଲାଗଡ।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର ୧୭ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ପ୍ରବାହିତ ହେଉଛି। ସେଗୁଡିକ ମଧ୍ୟରୁ ତିନୋଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ପ୍ରବାହିତ ହେଉଛି।

Share This Article