Odisha Voting 3rd Phase: ଜାଣନ୍ତୁ ସକାଳ ୯ଟା ସୁଦ୍ଧା କେଉଁଠି କେତେ ପ୍ରତିଶତ ଭୋଟ

Odisha Hot News
0 Min Read

Odisha Voting 3rd Phase: ଭୋଟ ଦେଉଛି ଓଡିଶା। ଆଜି ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେଉଛି। ଓଡିଶା ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ସକାଳ ୯ଟା ସୁଦ୍ଧା ଓଡିଶାରେ ‌ମୋଟ ୭.୪୫ ପ୍ରତିଶତ ମତଦାନ ହୋଇଛି। ସେହିପରି ଅନ୍ୟାନ୍ୟ ସ୍ଥାନରେ ଯେଉଁ ହାରରେ ମତଦାନ ହୋଇଛି ତାହା ହେଲା

ଭୁବ‌ନେଶ୍ବରରେ ୬.୬୫ ପ୍ରତିଶତ
କଟକରେ ୭.୩୨ ପ୍ରତିଶତ
ଢେଙ୍କାନାଳରେ ୯.୭୫ ପ୍ରତିଶତ
କେନ୍ଦୁଝରରେ ୮.୭୪ ପ୍ରତିଶତ
ପୁରୀରେ ୬.୮୭ ପ୍ରତିଶତ
ସମ୍ବଲପୁରରେ ୭.୦୯ ପ୍ରତିଶତ

Share This Article