ଖୋର୍ଦ୍ଧା: ମତଦାତାଙ୍କ ସଂକଳ୍ପ ଶପଥ ପାଠ କରାଇଲେ ଜିଲ୍ଲାପାଳ ଚଞ୍ଚଳ ରାଣା

Odisha Hot News
0 Min Read

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ଚଞ୍ଚଳ ରାଣା ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ମାନଙ୍କ ଗହଣରେ ମତଦାତାଙ୍କ ସଂକଳ୍ପ ଶପଥ ପାଠ କରାଇଲେ।

ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ମନୋଜ କୁମାର ସେନାପତି, ଡେପୁଟି କଲେକ୍ଟର ଦେବବ୍ରତ କର, ଡେପୁଟି କଲେକ୍ଟର ଅନନ୍ୟା ସୃଷ୍ଟି ଶତପଥି, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ଡେପୁଟି କଲେକ୍ଟର ପ୍ରଧାନ ଟୁଲିଆମା, ଏଷ୍ଟାଵ୍ଲିଶମେଣ୍ଟ ଅଫିସର ତ୍ରିନାଥ ଦଳେଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Share This Article