ଶାନ୍ତି ଶୃଙ୍ଖଳାର ସହ ଓଡିଶାରେ ଚାଲିଛି ମତଦାନ

Odisha Hot News
0 Min Read

ଭୁବନେଶ୍ବର: ଶାନ୍ତି ଶୃଙ୍ଖଳାର ସହିତ ଓଡିଶାରେ ଚାଲିଛି ମତଦାନ ପକ୍ରିୟା। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନରେ ଥିବା ୨୮ଟି ବିଧାନସଭା ପାଇଁ ମତଦାନ ଚାଲିଛି।

ଏଥର ଏହି ଚାରୋଟି ସଂସଦୀୟ କ୍ଷେତ୍ରରେ ମୋଟ ୩୭ ଜଣ ପ୍ରାର୍ଥୀ ରହିଛନ୍ତି ।ସେହିପରି ଆଜି ଭୋଟ ହେଉଥିବା୨୮ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

Share This Article