ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୮୮୨ ମସିହାରେ ନିର୍ମିତ ଏକ ଐତିହାସିକ ରତ୍ନ ଝାରସୁଗୁଡ଼ା ଡାକଘରର ନବୀକରଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦ୍ଵାରା ପୁରାତନ ଏହି ଡାକଘର ଏକ ଚମତ୍କାର ନବୀକରଣ ଏବଂ ସ୍ଥାପତ୍ୟ ପରମ୍ପରାର ସଂରକ୍ଷଣରେ ପରିଣତ ହୋଇଛି।
ରେଳମନ୍ତ୍ରୀଙ୍କ ପ୍ରୟାସରେ ଝାରସୁଗୁଡ଼ା ଡାକଘରକୁ ମିଳିଲା ନୂଆ ମେକଓଭର

You Might Also Like
- Advertisement -
Comment