Look Back 2023: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ଥିଲା ଜାନୁୟାରୀର ଏକ ବଡ ଘଟଣା

Odisha Hot News
1 Min Read

ଭୁବନେଶ୍ବର: ଆଉ କିଛି ଦିନ ପରେ ଶେଷ ହେବ 2023 ମସିହା, ପ୍ରବେଶ କରିବ 2024। ତେବେ ଏହି 2023 ମସିହାର ପ୍ରାରମ୍ଭରେ ଘଟିଥିଲା ଏକ ବଡ ଘଟଣା। ଯାହା ସାରା ଦେଶକୁ ଦୋହଲାଇ ଦେଇଥିଲା।

ଜାନୁୟାରୀ 29 ତାରିଖରେ ସମୀକ୍ଷା ରେ ପ୍ରକାଶ ପାଇଥିବା ଏହି ଖବରକୁ ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ

ଜାନୁୟାରୀ 29 ତାରିଖରେ ଝାରସୁଗୁଡାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧିଛକ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ସେ ଗାଡିରୁ ବାହାରି ଏକ ସଭାକୁ ଯାଉଥିବା ବେଳେ ଜଣେ ସୁରକ୍ଷା କର୍ମିଙ୍କ ଗୁଳି ମାଡରେ ତାଙ୍କର ପରଲୋକ ଘଟିଥିଲା।

Share This Article