ନୂଆଦିଲ୍ଲୀ : କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଗରିବଙ୍କ ପାଇଁ ୧.୭ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଗରିବ ଓ ପ୍ରବାସୀ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏହି ଆର୍ଥିକ ପ୍ୟାକେଜ ଦିଆଯିବ। ସେହିପରି କରୋନା ଯୋଦ୍ଧାଙ୍କ ପାଇଁ ସରକାର ୫୦ ଲକ୍ଷ ଟଙ୍କାର ମେଡିକାଲ ଇନସ୍ୟୁରାନ୍ସ ମଧ୍ୟ ଘୋଷଣା କରିଛନ୍ତି। ଏହି ମେଡିକାଲ ଇନସ୍ୟୁରାନ୍ସ ନର୍ସ, ପାରାମେଡିକାଲ ଷ୍ଟାଫ, ଆଶାକର୍ମୀ ଓ ସଫେଇ କର୍ମଚାରୀଙ୍କୁ ମିଳିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଦେଶ କରୋନା ଭାଇରସକୁ ଦୂରେଇବାକୁ ଲଢୁଥିବା ବେଳେ ଏମାନେ ଦିନରାତି ଏକ କରି କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି। ଏପଟେ ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଯିବାରୁ ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି।
ଗରିବଙ୍କ ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ
The Minister of State for Commerce & Industry (Independent Charge), Smt. Nirmala Sitharaman addressing a press conference, in New Delhi on October 14, 2016.
1 Comment
1 Comment
Leave a Reply Cancel reply
- Advertisement -
Stay Connected
Comment
- pinup_rbPl on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- mostbet_fpet on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- mostbet_rama on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- mostbet_xkot on ଆଜିର ରାଶିଫଳ
- mostbet_qiot on ବାଲେଶ୍ୱର ସିମୁଳିଆଥାନା ଧଉଳିଗ୍ରାମରେ ବଧୁ ଆତ୍ମହତ୍ୟା

Youu actually make it serm sso easyy wuth yoour presntation buut I ffind his topiic to bbe reallly
omething hat I thibk I wokuld never understand. It seem tooo complerx annd extremjely browd foor me.
I am looking forwwrd for yoyr nexct post, I’ll try to get thee hang oof
it!
My weeb page: cnhub.xyz