ଭୁବନେଶ୍ୱର: ପୁଣି ଫଳ ବଜାରରେ ଅଗ୍ନିକାଣ୍ଡ। ଭୁବନେଶ୍ୱର କଳ୍ପନା ଛକ ଭେଣ୍ଡିଂ ଜୋନ୍ରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ଏଥିରେ ୨୦ରୁ ଉର୍ଦ୍ଧ୍ୱ ଦୋକାନ ଘର ପୋଡି ପାଉଁଶ ହୋଇଯାଇଛି। ଜଳିଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ କରିଥିଲା।
ଭୁବନେଶ୍ୱର କଳ୍ପନା ଛକ ଭେଣ୍ଡିଂ ଜୋନ୍ରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ
You Might Also Like
Leave a Comment
Leave a Comment
- Advertisement -
