ବିଜେପୁର : ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ପ୍ରଚାର ଶନିବାର ସନ୍ଧ୍ୟା ସୁଦ୍ଧା ଶେଷ ହେବ। ଷ୍ଟାର ପ୍ରଚାରକମାନେ ପହଞ୍ଚି ମତଦାତାଙ୍କ ମନ ଜିଣୁଥିବା ବେଳେ ତିନିଦଳ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରୁଥିବା ପରିଲକ୍ଷିତ ହେଉଛି। ନିର୍ବାଚନ ପ୍ରଚାର ଆରମ୍ଭରୁ ଏକାକୀ ବୁଲୁଥିବା କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା କର୍ମୀଙ୍କୁ ଧରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି। ଭାଜପା କର୍ମୀମାନେ ବୁଥ୍ସ୍ତରର କର୍ମୀଙ୍କ ସହ ମାନସ ମନ୍ଥନ କରୁଛନ୍ତି। ଏହିକ୍ରମରେ ବିଜେଡି ଭିନ୍ନ ପ୍ରୟାସ ଆପଣାଇ ଥିବା ପରିଲକ୍ଷିତ ହେଉଛି। ନବୀନ ସରକାରଙ୍କ ଜନ ହିତକର ଯୋଜନାକୁ ନେଇ ଏକ ପ୍ରଚାର ଗାଡ଼ି ଏହି ବ୍ଲକର ବିଭିନ୍ନ ଗ୍ରାମ ବୁଲୁଛି। ସେହିପରି ନୃତ୍ୟ, ଗୀତ, ମେଲୋଡି ମାଧ୍ୟମରେ ଏକ ପ୍ରଚାର ଗାଡି ରୀତା ସାହୁଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି।
ଆଜି ସରିବ ବିଜେପୁର ଉପନିର୍ବାଚନ ପ୍ରଚାର: ଭୋଟରଙ୍କ ମନ ଜିଣୁଛନ୍ତି ଷ୍ଟାର ପ୍ରଚାରକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
