ଭୁବନେଶ୍ୱର: ଗତ ବର୍ଷ ନଭେମ୍ବର ୩୦ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ସହିତ ସେ ଦଳରୁ ଇସ୍ତଫା ଦେଇଥିଲେ। ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଆଜି ପୁଣି ଭାରତୀୟ ଜନତା ପାର୍ଟିକୁ ଫେରି ଆସିଛନ୍ତି। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଜୟ ମହାପାତ୍ରଙ୍କ ମିଶ୍ରଣ ପର୍ବ ଚାଲିଛି। ‘‘ମୁଁ ବିଜେପିକୁ ଫେରିଲି’’ ବୋଲି ଶ୍ରୀ ମହାପାତ୍ର ତାଙ୍କ ବାସଭବନରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଶ୍ରୀ ମହାପାତ୍ରଙ୍କ ପ୍ରତ୍ୟାବର୍ତ୍ତନ ନେଇ ଦଳର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମିଳିତ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ଶ୍ରୀ ମହାପାତ୍ରଙ୍କ ସହ ଏହି ଦୁଇ ନେତାଙ୍କର ଦୀର୍ଘ ଅଢେଇ ଘଣ୍ଟା କାଳ ଆଲୋଚନା ପରେ କରାଯାଇଛି। ପୁରୁଣା କଥା ଭୁଲି ନୂଆ ରାସ୍ତାରେ ଯିବା’’ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। ତେବେ ଦଳରେ ତାଙ୍କୁ କେଉଁ ପଦ ଦିଆଯିବ ଏବଂ କେଉଁଠାରୁ ଦଳୀୟ ପ୍ରାର୍ଥୀ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁର ଆସୁଛନ୍ତି। ସେହି ସଭାରେ ଶ୍ରୀ ମହାପାତ୍ର ରହିବେ ବୋଲି ଜଣାଯାଇଛି।
ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବହୁବାର ନିର୍ବାଚିତ ହୋଇଥିବା ଶ୍ରୀ ମହାପାତ୍ର ଉତ୍କଳ କଂଗ୍ରେସ , ଜନତା ପାର୍ଟି ଓ ଜନତା ଦଳରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ। । ୨୦୧୪ ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି ଟିକେଟରେ ମହାକାଳପଡ଼ା ଆସନରୁ ଲଢିଥିଲେ। ତେବେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କଠାରୁ ହାରି ଯାଇଥିଲେ। ଗତ ବର୍ଷ ନଭେମ୍ବର ୩୦ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ସହିତ ସେ ଦଳରୁ ଇସ୍ତଫା ଦେଇଥିଲେ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜୟ ମହାପାତ୍ର , ଆସନ୍ତକାଲି ଜୟପୁରରେ ପ୍ରଧାନମନ୍ତ୍ରୀଙ୍କ ସଭାରେ ହେବେ ସାମିଲ
3 Comments
3 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online.