ପାରଳା ରାଜକୁମାାରୀକଲ୍ୟାଣୀ ଦେବୀ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ(ବିଜେଡି)ରେ ଯୋଗ ଦେଇଛନ୍ତି। ସେ ନିଜ ସମର୍ଥକଙ୍କ ସହ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ଭେଟିଥିଲେ। ପୂର୍ବରୁ ସେ ବିଜେଡିରେ ଯୋଗ ଦେବେ ବୋଲି ଘୋଷଣା ହୋଇଥିବା ବେଳେ ଆଜି ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହେବା ନେଇ ରାଜକୁମାାରୀଙ୍କ ନିକଟତମ ରାଜନୈତିକ ପରାମର୍ଶଦାତାଙ୍କ ମହଲରୁ ଶୁଣିବାକୁ ମିଳୁଥିଲା। ରାଜକୁମାରୀ କଲ୍ୟାଣୀଙ୍କ ପରିବାରର ରାଜନୀତି ସହିତ ବଂଶାନୁକ୍ରମିକ ସମ୍ବନ୍ଧ ରହିଛି । ତାଙ୍କ ଜେଜେବାପା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ପ୍ରଧାନମନ୍ତ୍ରୀ । ପିତା ଗୋପୀନାଥ ଗଜପତି ଦୁଇଥର ସାଂସଦ ମଧ୍ୟ ଥିଲେ । ଏହି ଦୃଷ୍ଟି ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ରାଜନୀତିକୁ ପ୍ରବେଶକୁ ନେଇ ସବୁବେଳେ ଆଲୋଚନା ହେଉଥିଲା । ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କ୍ ପରିବାରର ସଂପର୍କ ରହିଥିବା ଦୃଷ୍ଟିକୋଣରୁ ସେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନିର୍ବାଚନରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଗୁରୁତ୍ୱ ଦେଉଥିବାରୁ କଲ୍ୟାଣୀ ଦେବୀଙ୍କୁ ମହିଳା ସଂରକ୍ଷଣ ଆସନ ତାଲିକାରେ ବିନା ଦ୍ୱିଧାରେ ରଖିପାରିବେ ବୋଲି ରାଜନୈତିକ ବିଷାରଦ ମାନେ ଅନୁମାନ କରୁଛନ୍ତି
ବିଜେଡିରେ ଯୋଗ ଦେଲେ ପାରଳା ରାଜକୁମାାରୀ କଲ୍ୟାଣୀ ଦେବୀ
- Advertisement -
Stay Connected
Comment
- buy antibiotics on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.