ଜମ୍ମୁକାଶ୍ମୀରର ପୁଲୱାମା ଆତଙ୍କୀ ହମଲା ନେଇ ଭାରତର କୋଣ ଅନୁକୋଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । କେଉଁଠି ପାକିସ୍ତାନ ପତାକାକୁ ଜଳା ଯାଉଛି ତ କେଉଁଠି ପାକ ବିରୋଧୀ ନାରାରେ ପ୍ରତିବାଦ କରାଯାଉଛି । ଦେଶବ୍ୟାପୀ ପାକ୍ ବିରାଧୀ ଜଳୁଥିବା ନିଆଁକୁ ଲିଭାଇବା ପାଇଁ ଜାତିସଂଘ ହସ୍ତକ୍ଷେପ ଲୋଡ଼ିଛି ପାକିସ୍ତାନ । ବୈଦେଶୀକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେଶୀ ପୁଲୱାମା ଆତଙ୍କୀ ହମଲା ପରେ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତାର ସମାଧାନ ପାଇଁ ଜାତିସଂଘକୁ ଚିଠି ଲେଖି ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଯେ, ପାକିସ୍ତାନ ବିପକ୍ଷରେ ଭାରତ ଯେଉଁ ବଳ ପ୍ରୟୋଗ କରୁଛି, ତାହା ପାକିସ୍ତାନର ସୁରକ୍ଷା ସ୍ଥିତିକୁ ପ୍ରଭାବିତ କରୁଛି । ଏବଂ ଏହା ଆଗକୁ ବଡ଼ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଦୁଇ ଦେଶ ମଧ୍ୟରେ ଥିବା ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛି ପାକିସ୍ତାନ । ଏପଟେ ଭାରତକୁ ଧକମ ଆଉ ସେପଟେ ଭାରତ ସହିତ ଆଲୋଚନା ପାଇଁ ଜାତିସଂଘର ଶରଣ ଲୋଡ଼ିଛି ପାକସ୍ତାନ
ପୁଲଓାମା ଆକ୍ରମଣ: ଭାରତର ଉଗ୍ର ରୂପ ଦେଖି ଡରିଲା ପାକ୍, ଜାତିସଂଘର ଶରଣ ଲୋଡିଲା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
