ବାଲେଶ୍ୱର : ଇନ୍ଦିରା ଆବାସ ଓ ଜମିବାଡ଼ି ଭାଗବଣ୍ଟକୁ ନେଇ ଗଣ୍ଡଗୋଳ । ସୋର ଥାନା ଅନ୍ତର୍ଗତ ଡିଗିଭଅଁରା ଗ୍ରାମରେ ଏହି ଅଭାବନିୟ ଘଟଣାଟି ଘଟିଯାଇଛି । ସୂଚନା ଅନୁଯାଇ ଗୋଟିଏ ପରିବାରର ଇନ୍ଦିରା ଆବାସ ସଜମିବାଡ଼ି ଭାଗବଣ୍ଟାକୁ ନେଇ ମାରପିଟ ହୋଇଥିଲା । ଏଥିରେ ପରିବାରର ପାଞ୍ଚଜଣ ଆହତ ହୋଇଛନ୍ତି । ତେବେ ୩ଜଣ ଗ୍ୁରୁତର ଆହତ ହୋଇପଡ଼ିଥିବାରୁ ପ୍ରଥମେ ତାଙ୍କୁ ସୋର ମେଡିକାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପୁଲିସ୍ ଘଟଣାର ସୂଚନା ପାଇ ସଂପୃକ୍ତ ଦୁଇ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖି ପରେ ଛାଡି ଦେଇଥିଲା ।
ଭାଗ ନଛିଡ଼ିବରୁ ପିଟା ପିଟି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
