ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।

Odisha Hot News
1 Min Read

ଆବଶ୍ୟକୀୟ ସାମଗ୍ରୀ;-ମାଣ୍ଡିଆ ଗୁଣ୍ଡ, ଓଟସ୍, ଖଜରା,ଘିଅ,କାଜୁ,ଗୁଜୁରାତି ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ:ଏକ ପ୍ୟାନ ରେ ଓଟସ ଢାଳି୨ରୁ ୩ ମିନିଟି ଯାଏଁ ଭାଜି ଦିଅନ୍ତୁ ।ଏହା ଥଣ୍ଡା ହୋଇଗଲା ପରେ ଗ୍ରାଇଣ୍ଡିଂ କରନ୍ତୁ ।ଏବେ ପ୍ୟାନ ରେ ୨ ଟେବଲ୍ ସ୍ପୁନ ଘିଅ ପକାଇ ଗରମ କରନ୍ତୁ ।ଏଥିରେ ମାଣ୍ଡିଆ ଗୁଣ୍ଡ ପକାଇ ୨ରୁ ୩ ମିନିଟ ଭାଜନ୍ତୁ ।ଏହାକୁ ଏକ ଅଲଗା ଗିନାରେ ରଖନ୍ତୁ । ମାଣ୍ଡିଆ ଗୁଣ୍ଡ, ଓଟସ୍, ଖଜରା,ଘିଅ,କାଜୁ,ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ । ।ଏବେ ପ୍ୟାନ ରେ ୨ ଟେବଲ୍ ସ୍ପୁନ ଘିଅ ପକାଇ ଗରମ କରନ୍ତୁ ।ଏଥିରେ କାଜୁ ୨ ମିନିଟ ଭାଜନ୍ତୁ ।ଏହାପରେ ଗ୍ରାଇଣ୍ଡଂ କରାଯାଇଥିବା ସାମଗ୍ରୀରେ କାଜୁ କୁ ଭଲ ଭାବେ ମିଶାନ୍ତୁ ।ଏହି ମିଶ୍ରଣ ଥଣ୍ଡା ହେବା ପରେ ହାତରେ ଛୋଟ ଛୋଟ ଗୋଲା ତିଆରି କରନ୍ତୁ ।ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ମାଣ୍ଡିଆ ଓଟସ ଖଜରା ଲଡୁ ।

Share This Article
Leave a comment